ଇସ୍ରାଏଲ୍‌ରେ ରକେଟ୍‌ ମାଡ଼ରେ କେରଳୀ ମହିଳା ମୃତ

ରକେଟ୍‌ କ୍ଷେପଣ ଯୋଗୁଁ ଗାଜାରେ ୩୫ ପାଲେଷ୍ଟାଇନୀୟ ଏବଂ ଇସ୍ରାଏଲ୍‌ରେ ୩ଜଣଙ୍କ ମୃତ୍ୟୁ ଇଡୁକ୍କି: ସ୍ବାମୀଙ୍କୁ ଭିଡିଓ କଲ୍‌ କରୁଥିବା ବେଳେ ଇସ୍ରାଏଲ୍‌ରେ କାର୍ଯ୍ୟରତା ଜଣେ କେରଳୀ ମହିଳା ମଙ୍ଗଳବାର ଦିନ ପାଲେଷ୍ଟାଇନୀୟ ରକେଟ୍‌ ଆକ୍ରମଣରେ ସରବ୍ୟ ହୋଇ ନିହତ ହୋଇଥିବା କଥା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ସେମାନେ କହୁଛନ୍ତି, କେରଳରେ ଥିବା ସ୍ବାମୀ ସନ୍ତୋଷଙ୍କ ସହ ଗତ ସନ୍ଧ୍ୟାରେ ୩୧ ବର୍ଷୀୟ ସୌମ୍ୟା ଭିଡିଓ କଲ୍‌ ଜରିଆରେ … Continue reading ଇସ୍ରାଏଲ୍‌ରେ ରକେଟ୍‌ ମାଡ଼ରେ କେରଳୀ ମହିଳା ମୃତ